ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଏମଭିଆଇ ଗେଲାପ ଚନ୍ଦ୍ର ହାଂସଦା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍ । ବାରିପଦା ଘର, ବୌଦ୍ଧ ଭଡା ଘର ଓ ଆରଟିଓ ଅଫିସ୍ରେ ରେଡ୍ ପକାଇଛି ଭିଜିଲାନ୍ସ । ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ବାରିପଦା ସହେଯାଗୀଙ୍କ ଘରେ ରେଡ୍ । ଭୁବନେଶ୍ୱର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟରେ ବି ଚଢାଉ କରିଛି ଭିଜିଲାନ୍ସ ।










