29.1 C
Bhubaneswar
Monday, May 4, 2026
Homeଓଡିଶାହୀରାକୁଦର ଆଉ ୨ଟି ଗେଟ ବନ୍ଦ

ହୀରାକୁଦର ଆଉ ୨ଟି ଗେଟ ବନ୍ଦ

ସମ୍ବଲପୁର: ହୀରାକୁଦର ବନ୍ଦ ହେଲା ଆଉ ୨ଟି ଗେଟ । ଉପରମୁଣ୍ଡରୁ ଜଳପ୍ରବାହ କମିବାରୁ ବନ୍ଦ ହେଲା ଗେଟ । ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ଅଛନ୍ତି । ସୂଚନାଥାଉକି, ଆଜି ସକାଳେ  ହୀରାକୁଦର ଆଜି ସକାଳେ  ୪ଟି ଗେଟ ବନ୍ଦ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking