28.1 C
Bhubaneswar
Tuesday, April 28, 2026
Homeଓଡିଶାସବୁ ଅଙ୍ଗନବାଡିର ହେବ ନିଜସ୍ୱ ଘର: ପ୍ରଭାତୀ

ସବୁ ଅଙ୍ଗନବାଡିର ହେବ ନିଜସ୍ୱ ଘର: ପ୍ରଭାତୀ

ଭୁବନେଶ୍ୱର: ରାଜ୍ୟର ସବୁ ଅଙ୍ଗନବାଡିର ନିଜସ୍ୱ ଘର ନିର୍ମାଣ କରାଯିବ । ଅଙ୍ଗନବାଡିରେ ପାଣି ଓ ବିଜୁଳି ବ୍ୟବସ୍ଥା କରାଯିବ ।  ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ସିଡିପିଓମାନେ ୬ ମାସରେ ଥରେ ସେଣ୍ଟର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ୬ ମାସରେ ଥରେ ସେଣ୍ଟର ପରିଦର୍ଶନ କରନ୍ତୁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking