17.1 C
Bhubaneswar
Monday, December 8, 2025
Homeଓଡିଶାଆଜି ହୋଇପାରେ ବଳଙ୍ଗା ପୀଡ଼ିତାଙ୍କ ଶେଷ ବୟାନ ରେକର୍ଡ

ଆଜି ହୋଇପାରେ ବଳଙ୍ଗା ପୀଡ଼ିତାଙ୍କ ଶେଷ ବୟାନ ରେକର୍ଡ

ପିପିଲି: ବଳଙ୍ଗା ନାବାଳିକା ପୋଡି ଘଟଣା । ଆଜି ଦିଲ୍ଲୀ ଏମ୍ସରେ ହେବ ପୀଡିତାଙ୍କ  ଶେଷ ଥର ପାଇଁ  ବୟାନ ରେକର୍ଡ ।  ପୁରୀ ଡିଏସପି ଓ  ବଳଙ୍ଗା ଥାନା ଅଧିକାରୀ  ପୀଡିତାଙ୍କ ଶେଷଥର ପାଇଁ  ବୟାନ ରେକର୍ଡ କରିବେ ।  ଗତକାଲି ଦିଲ୍ଲୀ ଏମ୍ସରେ  ୩୦ ମିନିଟରୁ  ଅଧିକ ସମୟ  ଧରି ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଗତକାଲି ତୃତୀୟ ଥର ପାଇଁ ବୟାନ ରେକର୍ଡ  କରାଯାଇଥିଲା ।   ତିନିଥର  ସମାନ କଥା    ନିଜ ବୟାନରେ  କହିଛନ୍ତି, ପୀଡିଡା  । ସେପଟେ ଗତକାଲି ପୀଡିତାଙ୍କ ତୃତୀୟ ଥର ପାଇଁ  ଅସ୍ତ୍ର ପ୍ରଚାର ହୋଇସାରିଛି ।  ସେପଟେ, ପୀଡିତାଙ୍କ ଘର ସାମ୍ନାରେ ରାତି ତମାମ  ଜଗି ରହିଥିଲେ ସୁରକ୍ଷା  କର୍ମୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking