19.1 C
Bhubaneswar
Monday, December 8, 2025
Homeଓଡିଶାହିଡେନ କ୍ୟାମେରା: ହେବ କଠୋର ପଦକ୍ଷେପ

ହିଡେନ କ୍ୟାମେରା: ହେବ କଠୋର ପଦକ୍ଷେପ

ଭୁବନେଶ୍ୱର: ହିଡେନ କ୍ୟାମେରା ଘଟଣାରେ ପ୍ରତିକ୍ରିୟା ରଖିଲେ  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏ ବାବଦରେ ଆବଶ୍ୟକୀୟ ପଦକ୍ଷେପ ମନ୍ଦିର ପ୍ରଶାସନ ନେବ । ମନ୍ଦିର ପ୍ରଶାସନକୁ ସଂପୂଣ୍ଣ ସ୍ୱାଧୀନତା ଦିଆଯାଇଛି । ଯେତେ କଠୋର ପଦକ୍ଷେପ ଆବଶ୍ୟକ ମନ୍ଦିର ପ୍ରଶାସନ ନେଇପାରିବେ । ନୀତିକାନ୍ତି ବିଳମ୍ବ ହେବା ଉପରେ ମଧ୍ୟ ମନ୍ଦିର ପ୍ରଶାସନ ତର୍ଜମା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking