21.1 C
Bhubaneswar
Monday, December 8, 2025
Homeଓଡିଶାସିନାପାଲିରେ ଝାଡ଼ାବାନ୍ତି: ୧୬ ଆକ୍ରାନ୍ତ

ସିନାପାଲିରେ ଝାଡ଼ାବାନ୍ତି: ୧୬ ଆକ୍ରାନ୍ତ

ଖଡ଼ିଆଳ: ସିନାପାଲିର ନଙ୍ଗଲବୋର୍ଡରେ ଆତଙ୍କ ଖେଳାଇଛି ଝାଡ଼ାବାନ୍ତି। ଝାଡ଼ାବାନ୍ତିରେ ୧୬ ଜଣ ଆକ୍ରାନ୍ତ ହୋଇଛନ୍ତି। ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତରଥିବା ନେଇ ସୂଚନା ମିଳିଛି। ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୨ ଜଣ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସିନାପାଲି ମେଡିକାଲ୍ ଅଣାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking