ଯାଜପୁର: ଜାତି ଓ ରାଜନୀତି ରୁ ଉର୍ଦ୍ଧରେ ରହି ହିନ୍ଦୁମାନେ ଏକାଠି ହେବା ଆବଶ୍ୟକ : ଜିଲ୍ଲା ସଂଯୋଜକ ସମେତ ଅତିଥି ମାନେ ବଜରଙ୍ଗ ଦଳ କର୍ମୀଙ୍କ ମାନଂକୁଆହ୍ବାନ କରି ଥିଲେ l ଯାଜପୁର ଜିଲ୍ଲାର ବଜରଙ୍ଗ ଦଲ କୁ ଯାଜପୁର ଜିଲ୍ଲା ରେ ସକ୍ତି ଶାଳୀ କରିବା ହେଲେ ବଜରଙ୍ଗ ଦଳ କର୍ମୀ ମାନେ ତୁଳ ମୂଲ ସ୍ତରକୁ ଯାଇ ହିନ୍ଦୁ ଧର୍ମର ଜାଗରଣ ର ସୃଷ୍ଟି କରିବା ପାଇଁ ମୁଖ୍ୟ ଲକ୍ଷ ନେଇ ଯାଜପୁର ରୋଡ ମୁଣ୍ଡା ମାଳ ଶିଶୁ ମନ୍ଦିର ରେ ଏକ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଟିତ ହୋଇଥିଲା l
ଏହି ଉତ୍ସବ କୁ ବରିଷ୍ଟ ସାମ୍ୱାଦିକ ଅଭିମନ୍ୟୁ ମିଶ୍ରପ୍ରଦିପ ଜଳି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିସନାତନ ଧର୍ମ ରୁ ସବୁ ଧର୍ମ ର ସୃଷ୍ଟି : ପଣ୍ଡିତ ଆଚାର୍ଯ୍ୟ ଆକାଶ ଶର୍ମାଅଖଣ୍ଡ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ପ୍ରତି ସନାତନୀ ପରିବାର ସଂକଳ୍ପ ବଦ୍ଧ ହେବା ଦରକାର :ବାଂଲାଦେଶ ପରି ହିନ୍ଦୁ ଙ୍କ ପ୍ରତି ବିଶ୍ୱର କୋଣ ଅନୁକୋଣ ରେ ବିପଦ ସୃଷ୍ଟି ହେଲାଣି, ହିନ୍ଦୁ ଆଜି ଅସୁରକ୍ଷିତ, ସଜାଗ ହେବାର ସମୟ ଉପନୀତ: ଆମ ଦେଶ ଭାରତ ବର୍ଷ ରେ ସଂଖ୍ୟାଧିକ ହିନ୍ଦୁ ସନାତନ ଧର୍ମ ର ଲୋକମାନେ ବସବାସ କରୁଥିବା ବେଳେ ଆଜି ଦେଶ ର ପ୍ରତ୍ୟେକ କୋଣେ ଅନୁକୋଣେ ହିନ୍ଦୁ ସମାଜ ପ୍ରତି ପ୍ରତି କ୍ଷଣ ରେ ବିପଦ ମାଡି ଆସୁଛି, ସବୁଠି ଆକ୍ରମଣ ହେଉଛି ଜାତି ଧର୍ମ ପଚାରି ବିଧର୍ମୀ ମାନେ ହତ୍ୟା କରୁଛନ୍ତି,ତେଣୁ ଏପରି ଘଡି ସନ୍ଧି ମୁହୂର୍ତ୍ତ ରେ ସନାତନୀ ହିନ୍ଦୁ ମାନଙ୍କ ର ନିଦ ଭାଙ୍ଗୁନାହଁ, ଅନ୍ୟ ଧର୍ମ ର ଲୋକମାନଙ୍କ ମଧ୍ୟ ରେ ଏକତା ଅଛି,
ଗୋଟିଏ ମସଜିଦ କି ଚର୍ଚ୍ଚ ରେ ଗୋଟିଏ ଡାକରା ରେ ଏକ ହୋଇ ପାରୁଛନ୍ତି କିନ୍ତୁ ଦୁଃଖ ଦୁର୍ଭାଗ୍ୟ ର କଥା ଏ ବୀର ଜାତିର ପୁତ୍ର ଆଜି ସୁପ୍ତ ସିଂହ ପରି ଶୋଇ ରହିଛି, ହିନ୍ଦୁ ମାନଙ୍କୁ ଭାଗ ଭାଗ କରୁଛି ଜାତିପ୍ରଥା, ଆଉ ବାକି ରାଜନେତା ମାନେ ବିଭିନ୍ନ ରାଜନୈତିକ ଦଳ ଭାବେ ଭାଗ ଭାଗ ହୋଇ ଅଲଗା ହୋଇ ରହୁଛନ୍ତି, ଯାହାର ଫାଇଦା ନେଇ ଗାଁ ଗାଁବସ୍ତି ବସ୍ତି ରେ ବିଧର୍ମୀ ମାନେ ଆମ ଭାଇ ମାନଙ୍କର ଧର୍ମ ପରିବର୍ତ୍ତନ କରୁଛନ୍ତି, ବିଭିନ୍ନ ପ୍ରଲୋଭନ ଦେଖାଇ ଧର୍ମନ୍ତରଣ କରୁଛନ୍ତି, ଏସବୁ ସମ୍ବେଦନଶୀଳ ଚିନ୍ତଜନ କ ବିଷୟ କୁ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷ ରୁ ଚଳିତ ବର୍ଷ ସେବା ସପ୍ତାହ ପୂର୍ତ୍ତୀ ଅବସରରେ ବ୍ୟାସ ନଗର ସ୍ଥିତ ମୁଣ୍ଡମାଳ ଶିଶୁ ମନ୍ଦିର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ବଜରଙ୍ଗ ଦଳ କର୍ମୀ ଗାଁ କୁ ଗାଁ ବୁଲି ହିନ୍ଦୁ ମାନକୁ ସନାତନ ଧର୍ମ ବାର୍ତ୍ତା ପଚାର କରି ଲୋକ ମାନଂକୁ ଧର୍ମ ପ୍ରତି ଜାଗ୍ରତ କରି ବାବଜରଙ୍ଗୀ ଭାଇ ମାନେ ନଗର ପରିକ୍ରମା କରି ଶିଶୁ ମନ୍ଦିର ରେ ପହଞ୍ଚିଲା ପରେ ବୌଦ୍ଧିକ ମଣ୍ଡପ ଠାରେ ସଭା ଆରମ୍ଭ ହୋଇଥିଲା, ମା ଭାରତୀ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ଏକାତ୍ମସତ୍ର, ବିଜୟ ମହାମନ୍ତ୍ର, ସାମୁହିକ ହନୁମାନ ଚାଳିଶା ପାଠ, ପଣ୍ଡିତ ଆଚାର୍ଯ୍ୟ ଆକାଶ ଶର୍ମା ଓ ହିମାଂଶୁ ଶର୍ମା ମାର୍ଗ ଦର୍ଶନ ଦେଇଥିବା ବେଳେ ଓ ଶେଷରେ ଶାନ୍ତି ପାଠ ସହ ଜୟ ଘୋଷ ହୋଇଥିଲା, ଏହି ବୈଠକ ରେ ତିନି ଶହ ରୁ ଉର୍ଦ୍ଧ ବଜରଙ୍ଗୀ ଭାଇ, ମାତୃମଣ୍ଡଳୀ ମୁଖ୍ୟ ଅତିଥି ଅଭିମନ୍ୟୁ ମିଶ୍ର.ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀକାନ୍ତ ମହାପାତ୍ର.ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର. ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ. ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି. ଜିଲ୍ଲା ଗୋରକ୍ଷା ପ୍ରମୁଖ ସନ୍ତୋଷ ସାହୁ. ବରିଷ୍ଠ କାର୍ଯକର୍ତ୍ତା ନିତ୍ୟାନନ୍ଦ ମହାଳିକ, ପୂର୍ବତନ ଜିଲ୍ଲା ସଂଯୋଜକ ପ୍ରତାପ ନାୟକ, ପ୍ରଶାନ୍ତ କୁମାରପାତ୍ର, ମାନସ ବାରିକ, ବିଂଝାରପୁର ସଂଯୋଜକ ସୁବୋଧ ଧଳ,ନଗର ସଂଯୋଜକ ଗୋପାଳ ଦୀକ୍ଷିତ, କୋରେଇ ସଂଯୋଜକ ମଧୁସୂଦନ ସାମଲ. ବ୍ୟାସନଗର ସଂଯୋଜକ ଶାନ୍ତନୁ ସାହୁ. ଦାନଗଦି ସହ ସଂଯୋଜକ ସଦାନନ୍ଦ ଦାସ, ସୁକିନ୍ଦା ପ୍ରଖଣ୍ଡ ସହ ସଂଯୋଜକ ପ୍ରଶାନ୍ତ ରଣା. ରସଲପୁର ପ୍ରଖଣ୍ଡ ସୁରକ୍ଷା ପ୍ରମୁଖ ବିଶ୍ୱନାଥ ମଲିକ. ବଡ଼ଚଣା ପ୍ରଖଣ୍ଡ ସଂଯୋଜକ ଅନନ୍ତ ଦାସ. ପ୍ରମୁଖ ଉପସ୍ଥିତ ଥିଲେ, ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ସହଯୋଗ କରିଥିବା ବେଳେ ଶାନ୍ତି ଶୃଙ୍ଖଳା ର ସହକାର୍ଯ୍ୟକ୍ରମ ସମାପନ ହୋଇଥିଲା









