13.1 C
Bhubaneswar
Sunday, December 7, 2025
Homeଓଡିଶାନାବାଳିକା ୭୦% ଜଳିଯାଇଛନ୍ତି: ଏମସ

ନାବାଳିକା ୭୦% ଜଳିଯାଇଛନ୍ତି: ଏମସ

ପିପିଲି: ବଳଙ୍ଗା ଥାନା ନାବାଳିକା  ଜାଳିଦେବା  ମାମଲାରେ ନାବାଳିକାଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଛି ।  ଏମସର ବଣ୍ଣ ୟୁନିଟକୁ ନାବାଳିକାକୁ ସ୍ଥାନାନ୍ତର କରାଯାଇଛି ।  ଅନ୍ୟପଟେ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ଉପଜିଲ୍ଲାପାଳ । ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି  ା  ନିମାପଡା ବିଡିଓ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking