19.1 C
Bhubaneswar
Friday, February 13, 2026
Homeଓଡିଶାସାଙ୍ଗକୁ ହାଣି ହତ୍ୟା କଲା ସାଙ୍ଗ

ସାଙ୍ଗକୁ ହାଣି ହତ୍ୟା କଲା ସାଙ୍ଗ

ଦେବଗଡ:  ସାଙ୍ଗକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାଙ୍ଗ । ଦେବଗଡ ଥାନା ନୂଆଗାଁରେ ନିର୍ମମ ହତ୍ୟାକାଣ୍ଡ ଘଟିଛି ।  ହତ୍ୟା ପରେ ଥାନାରେ ଅଭିଯୁକ୍ତ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଛାନଭିନ ଆରମ୍ଭ କରିଛି । ଏନେଇ  ଉତ୍ୟକ୍ତ  ହୋଇ ଲୋକେ ଅଭିଯୁକ୍ତଙ୍କ ଘର ଭାଙ୍ଗିଦେଇଛନ୍ତି ।  ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking