ଭୁବନେଶ୍ୱର: ଆସନ୍ତା ୨୪ରେ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ । ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । ଏନେଇ ପିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ୧୭ ତାରିଖରେ ଏଫଏମ ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟରେ ଅଖ ଚକ ବନ୍ଦ ଘୋଷଣା କରିଥିଲା କଂଗ୍ରେସ ।