ଭୁବନେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସରକାର ଉପରେ ବର୍ଷିଲେ ବିଜେଡି ନେତ୍ରୀ ଲେଖାଶ୍ରୀ । କହିଲେ ଓଡିଶାରେ ବିଜେପି ସରକାର ଆସିଲା ପରେ ଅତ୍ୟାଚାର ବଢିଛି । ଦିନକୁ ୧୫ ଜଣଙ୍କ ଦୁଷ୍କର୍ମ ହେଉଛି । ଯେଉଁଭଳି ଅତ୍ୟାଚାର ବଢୁଛି ତାହା ଓଡିଶା ଦେଖିନଥିଲା । ଛତ୍ରୀଙ୍କୁ ମିଳିମିଶି ମାରିଦେଲେ ।