13.1 C
Bhubaneswar
Sunday, December 7, 2025
Homeଓଡିଶାବାପାମା’ଙ୍କୁ ହାଣି ମାରିଲା ପୁଅ

ବାପାମା’ଙ୍କୁ ହାଣି ମାରିଲା ପୁଅ

ମୟୁରଭଞ୍ଜ: ବାପାମାଆଙ୍କୁ ହାଣି ହତ୍ୟା କଲା ପୁଅ । ଘର ବାରଣ୍ଡାରେ ପଡିଛି ବାପାମାଆଙ୍କ ମୃତଦେହ ।ସୂଚନା ମୁତାବକ ଅଭିଯୁକ୍ତ ହତ୍ୟାକାରୀ ପୁଅ ହିମାଂଶୁ ପେଶାରେ ଅଟୋ ଚାଳକ ହୋଇଥିବା ବେଳେ ଘରେ ବାପା ଏବଂ ମା ରହୁଥିଲେ l ପାରିବାରିକ ସମସ୍ୟା ପାଇଁ ଅଭିଯୁକ୍ତ ହତ୍ୟାକାରୀ ହିମାଂଶୁଙ୍କ ସ୍ତ୍ରୀ ଏବଂ ପିଲାଛୁଆ ଦୀର୍ଘଦିନ ହେବ ସ୍ୱାମୀ ଠାରୁ ଅଲଗା ବାଘରେ ରହିଆସୁଥିଲେ l ବୁଧବାର ସକାଳେ ହିମାଂଶୁଙ୍କ ବୃଦ୍ଧା ମା’ଙ୍କ କ୍ଷତାକ୍ତ ମୃତଦେହ ଘର ଅଗଣାରେ ପଡ଼ିଥିବା ବେଳେ ହିମାଂଶୁ ସ୍ୱାଭାବିକ ଭାବରେ ଦାଣ୍ଡପିଣ୍ଡାରେ ପଡ଼ିଥିବା ପଲଙ୍କ ଉପରେ ବସିଥିଲା l ଗ୍ରାମବାସୀଙ୍କ ମନରେ ସନ୍ଦେହ ହେବାରୁ ସମସ୍ତେ ଏକଜୁଟ ହୋଇଥିଲେ l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ହତ୍ୟାକାରୀ ପୁଅକୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking