25.1 C
Bhubaneswar
Saturday, February 7, 2026
Homeଓଡିଶାଶକ୍ତିଶାଳୀ ଓଡିଶା ଗଠନ କରାଯିବ: ମନମୋହନ

ଶକ୍ତିଶାଳୀ ଓଡିଶା ଗଠନ କରାଯିବ: ମନମୋହନ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି  ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି ।  କହିଛନ୍ତି, ମୌଳିକ ସମସ୍ୟାର ସମାଧାନ କରାଯିବ । ସରକାର ପଛରେ ଦଳ ଖୁଣ୍ଟ ଭଳି ଛିଡା ହେବ । ଲୋକଙ୍କ  ସବୁ ସମସ୍ୟାର ସମାଧାନ କରାଯିବ । ଗୁଜୁରାଟ ମଡେଲରେ ଦଳକୁ ଶକ୍ତିଶାଳୀ କରାଯିବ । ୨୦୩୬ ଯାଏଁ ବିଜେପିକୁ ଜନାଦେଶ ମିଳିବ । ନିଗମ ବୋର୍ଡରେ ଶୀଘ୍ର  ନିଯୁକ୍ତି ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking