ଭୁବନେଶ୍ୱର: ସୁନାବେଶରେ ଶ୍ରୀଜିଉ ପିନ୍ଧିବେ ନୂଆ ଅଳଙ୍କାର । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ସୁନାବେଶରେ ନୂଆ ଅଳଙ୍କାର ଲାଗିବ । ଭକ୍ତଙ୍କୁ ସ୍ୱଣ୍ଣ ଦାନ ପାଇଁ ଅନୁରୋଧ କରାଯିବ କହିଛନ୍ତି ମନ୍ତ୍ରୀ । ମହାପ୍ରଭୁଙ୍କ କିଛି ଅଳଙ୍କାର ପତଳା ସହ ଦବିଗଲାଣି । ଆଉ ଗୋଟିଏ ସେଟ ପାଇଁ ଅନୁରୋଧ କରିଛୁ । ଠାକୁରଙ୍କ ଇଚ୍ଛା ଥିଲେ ହୋଇପାରିବ ।










