17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଏନକାଉଣ୍ଟରରେ ହାଡକୋର ମାଓବାଦୀ ନିପାତ

ଏନକାଉଣ୍ଟରରେ ହାଡକୋର ମାଓବାଦୀ ନିପାତ

ଛତିଶଗଡ: ଛତିଶଗଡ ବିଜାପୁର ଜଙ୍ଗଲରେ ଏନକାଉଣ୍ଟର । ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ସୋଡି କନ୍ନା ନିପାତ ହୋଇଛି । ସୋଡି ନାଁରେ ୮ ଲକ୍ଷ ପୁରସ୍କାର ଘୋଷଣା ଥିଲା । ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking