31.1 C
Bhubaneswar
Tuesday, March 24, 2026
Homeଓଡିଶାବାରିପଦାରେ ଫାୟାରିଂ: ଜଣେ ମୃତ

ବାରିପଦାରେ ଫାୟାରିଂ: ଜଣେ ମୃତ

ବାରିପଦା: ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଫୁଟିଲା ଗୁଳି, ବୁଲିଲା ଖଣ୍ଡା । ମାଆକୁ ଖଣ୍ଡାରେ ହାଣିଲେ ଏବଂ ପୁଅକୁ ଗୁଳିମାଡ କଲେ ଦୁର୍ବୃତ୍ତ । ମୟୂରଭଂଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧୀନ କାଳିକାପୁର ଅଞ୍ଚଳରେ ଏହି ହିଂସା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ ନେଇ ଟାଉନ୍ ଥାନା କାଳିକାପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ଆଜି ଉଗ୍ରରୂପ ନେଇଥିଲା। ଆକ୍ରମଣରେ ଗୁଳୁମାଡ଼ ଏବଂ ଛୁରାମାଡ଼ରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଥିଲେ। ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମେଡିକାଲରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ ଗୁରୁତର କଟକ ସ୍ଥାନାନ୍ତର ହୋଇଛନ୍ତି । ଜଣଙ୍କୁ ଅଟକ ରଖି ଟାଉନ ପୋଲିସର ପଚରାଉଚରା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking