17.1 C
Bhubaneswar
Tuesday, December 9, 2025
Homeଓଡିଶାଭଦ୍ରକରେ ଭୟଙ୍କର ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭଦ୍ରକରେ ଭୟଙ୍କର ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭଦ୍ରକ: ଭଦ୍ରକରେ ଭୟଙ୍କର ଦୁର୍ଘଟଣା  । ଏକ କାରକୁ ବଞ୍ଚାଇବାକୁ ଯାଇ ଡିଭାଇଡରରେ ଚଢିଗଲା ବସ ।  ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ  ହୋଇଛି । ଦୁର୍ଘଟଣାରେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ଯାତ୍ରୀ ।  ସୂଚନା ଅନୁଯାୟୀ  ଅଭନାରୁ ଭୁବନେଶ୍ୱର ଯାଉଥିବା ଶାନ୍ତିଲତା ବସ ଭଦ୍ରକ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଦୁର୍ଘଟଣାର ଶୀକାର ହୋଇଛି ।  ସାମ୍ନାପଟୁ ଏକ କାର ଆସିଯିବାରୁ   ହଠାତ ବସଟି ଭାରସାମ୍ୟ ହରାଇ  ଏକ ଡିଭାଇଡର ଉପରେ ଚଢିଯାଇଥିଲା ।  ବସଟି ସାମ୍ନାପଟ ନଷ୍ଟ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking