18.1 C
Bhubaneswar
Sunday, February 8, 2026
Homeଓଡିଶାରଥଯାତ୍ରା: ଡ୍ରୋନ ସହାୟତା ନିଆଯିବ

ରଥଯାତ୍ରା: ଡ୍ରୋନ ସହାୟତା ନିଆଯିବ

ପୁରୀ: ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ରହିଛି । ପୁରୀ ଜଗିବ ୨୭୫ଟି ଏଆଇ କ୍ୟାମେରା । ପୋଲିସ ଡିଜି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି । ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ୧୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ । କୁଇକ୍ ରେସପନ୍ସ ଟିମ ଓ ଡ୍ରୋନର ସହାୟତା ନିଆଯିବ । ସମୂଦ୍ର ତଟରେ ମୁତୟନ ହେବେ କୋଷ୍ଟ ଗାର୍ଡ । ୬୯ଟି ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ର, ୬୪ ଆମ୍ବୁଲେନ୍ସ, ୨୬୫ ସ୍ୱତନ୍ତ୍ର ବେଡ ବ୍ୟବସ୍ଥା ରହିଛି । ୩୭୮ ଅତିରିକ୍ତ ଡାକ୍ତର ଓପାରାମେଡ୍‌କାଲ ଷ୍ଟାଫ ରହିବେ । ଏମ୍ସର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking