16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶକଠୋର କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ

କଠୋର କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବୟାନ । କହିଲେ ଏହା ବହୁତ ଅମାନବୀୟ ଘଟଣା । ପୂର୍ବରୁ ଏଠାରେ ଏଭଳି ଘଟଣା କେବେ ଘଟିନି । ଏହା ଲଜ୍ଜାଜନକ, ଦୁର୍ଭାଗ୍ୟଜନକ ଘଟଣା । ମୁଖ୍ୟମନ୍ତ୍ରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି । ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ହେବ । ୩ ମାସରୁ ୬ ମାସ ମଧ୍ୟରେ ପଦକ୍ଷେପ ନିଆଯିବ । ଗେପାଳପୁର ବିଚରୁ ଉଚ୍ଛେଦ କରାଯିବ । ବିଚକୁ ସୁନ୍ଦର କରିବାକୁ ୩୦ କୋଟି ଖର୍ଚ୍ଚ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking