18.1 C
Bhubaneswar
Thursday, February 12, 2026
Homeଓଡିଶାଦିନ ଦ୍ୱିପ୍ରହରରେ ଛୁରି ଭୁସି ଯୁବକଙ୍କୁ ହତ୍ୟା

ଦିନ ଦ୍ୱିପ୍ରହରରେ ଛୁରି ଭୁସି ଯୁବକଙ୍କୁ ହତ୍ୟା

ନୟାଗଡ଼ : ଆଜି ନୟାଗଡ଼ ଜିଲ୍ଲା ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୁରୁଷୋତ୍ତମ ପ୍ରଧାନ ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ବନ୍ଧୁ ଉତକ୍ଷିପ୍ତ ହୋଇ ପୁରୁଷୋତ୍ତମଙ୍କୁ ଏକ ଧାରୁଆ ଛୁରିରେ ଛାତିକୁ ଭୁସି ଦେଇଥିଲେ। ପରେ ପୁରୁଷୋତ୍ତମଙ୍କୁ ପରିବାର ଲୋକେ ଗଣିଆ ମେଡିକାଲରେ ଭର୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।ଘଟଣା ସ୍ଥଳରେ ଗଣିଆ ପୁଲିସର ଛାନଭିନ ଜାରି ରହିଥିବା ବେଳେ ଅଭିଯୁକ୍ତକୁ ଗଣିଆ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛନ୍ତି ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking