25.1 C
Bhubaneswar
Monday, December 22, 2025
Homeଓଡିଶାକୋଭିଡ ଲକ୍ଷଣ ଥିଲେ ରଥଯାତ୍ରାକୁ ଯାଆନ୍ତୁନି

କୋଭିଡ ଲକ୍ଷଣ ଥିଲେ ରଥଯାତ୍ରାକୁ ଯାଆନ୍ତୁନି

ଭୁବନେଶ୍ୱର: କୋଭିଡ ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ପରାମର୍ଶ । ଥଣ୍ଡା, ଜ୍ୱର ଥିଲେ ରଥଯାତ୍ରାକୁ ଯାଆନ୍ତୁନି ।  ବୟୋବୃଦ୍ଧି ବ୍ୟକ୍ତି, ଗୁରୁତର ରୋଗୀ  ରଥଯାତ୍ରାକୁ ନଯିବାକୁ ପରାମର୍ଶ ଦିଆଯାଇଛି । ରଥଯାତ୍ରାକୁ ଗଲେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ହାତ ଧୋଇବା, ସ୍ୱଚ୍ଛ ପିଇବା ପାଣି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ପରାମର୍ଶ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking