20.1 C
Bhubaneswar
Tuesday, February 10, 2026
Homeଓଡିଶାଶୃଙ୍ଖଳିତ ନୀତି ଦଇତାପତି ସେବକଙ୍କ ପାଇଁ ପୁରସ୍କାର

ଶୃଙ୍ଖଳିତ ନୀତି ଦଇତାପତି ସେବକଙ୍କ ପାଇଁ ପୁରସ୍କାର

ପୁରୀ: ସଅଳ ଓ ଶୃଙ୍ଖଳା ନୀତି ପାଇଁ ପୁରସ୍କାର ମିଳିବ । ପାଳିଆ ପୁରସ୍କାର ଦେବାକୁ ହେଲା ଘୋଷଣା । ଦଇତାପତି ସେବକଙ୍କ ପାଇଁ ପୁରସ୍କାରକୁ ଅନୁମୋଦନ ମିଳିଛି । ୨ କୋଟି ୨୫ ଲକ୍ଷ ଟଙ୍କା ଆଇନ ବିଭାଗର ଅନୁମୋଦନ । ମନ୍ଦିର ପାଣ୍ଠିରୁ ଏହି ରାଶି ପ୍ରଦାନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking