17.1 C
Bhubaneswar
Sunday, December 7, 2025
Homeଓଡିଶାୟୁନିଅନ ବ୍ୟାଙ୍କରୁ ୨୨ ଲକ୍ଷ ଠକେଇ

ୟୁନିଅନ ବ୍ୟାଙ୍କରୁ ୨୨ ଲକ୍ଷ ଠକେଇ

ଉମରକୋଟ: ୟୁନିଅନ ବ୍ୟାଙ୍କରୁ ୨୨ ଲକ୍ଷ ୫୭ ହଜାର ଚଙ୍କା ଠକେଇ ହୋଇଛି । ଜଳଛାୟା ପ୍ରକଳ୍ପର ଅଧିକାରୀ କହି ସରକାରୀ ଆକାଉଣ୍ଟରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଝରିଗାଁ ଜଳଛାୟା ପ୍ରକଳ୍ପ ଅଧିକାରୀ ଆକାଉଣ୍ଟ ଯାଞ୍ଚ କରିବା ପରେ ଘଟଣାର ସ୍ପଷ୍ଟ ହୋଇଥିଲା । କଳାହାଣ୍ଡି ଜୟପାଟଣାର ଶ୍ରୀଧର ବେହେରା ଏପରି କରିଥିବା ଜଣାପଡିଲା । ଅଭିଯୋଗ ଆଧାରରେ ଅଭିଯୁକ୍ତ ଶ୍ରୀଧରକୁ ଉଠାଇଲା ପୋଲିସ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking