20.1 C
Bhubaneswar
Sunday, December 7, 2025
Homeଓଡିଶାଶିକ୍ଷକ ବଦଳି ସୁପାରିସ୍ ପ୍ରସଙ୍ଗରେ ବର୍ଷିଲେ ତାରା

ଶିକ୍ଷକ ବଦଳି ସୁପାରିସ୍ ପ୍ରସଙ୍ଗରେ ବର୍ଷିଲେ ତାରା

ଭୁବନେଶ୍ୱର: ଶିକ୍ଷକ ବଦଳି ସୁପାରିସ୍ ପ୍ରସଙ୍ଗରେ ବର୍ଷିଲେ ତାରା ବାହିନୀ ପତି । ବିଧାୟକଙ୍କୁ କ୍ଷମତା ଦେବା କଦର୍ଯ୍ୟ  ନିଷ୍ପତ୍ତି ବୋଲି କହିଲେ ।  ମନ୍ତ୍ରୀମାନେ ବର୍ଷେ ଭିତରେ ୫୦୦ ବଦଳି କଲେଣି ।  ହେଲେ ବିଧାୟକମାନେ  କାହିଁକି ୫୦୦ କରିବେ ନାହିଁ ।  ବର୍ଷକର ୫ ହଜାର ବଦଳି  ସ୍ୱାଧୀନ ଭାରତରେ ପ୍ରଥମ ଘଟଣା ।  ଅବିଭକ୍ତ  କୋରାପୁଟ ଜିଲ୍ଲାରୁ ସବୁ ପଳେଇଲେଣି ।  ବିଜେପି ବିଧାୟକ ଯେତେ ଚାହିଁବେ ସେତେ ବଦଳି କରିବେ ।  ମୋ ପାଖକୁ ୫୦୦  ଶିକ୍ଷକଙ୍କ  ବଦଳି ତାଲିକା ଆସିଲାଣି । ମୁଁ ଜଣଙ୍କର ବି ବଦଳି ସୁପାରିସ କରିନି କି କରିବି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking