17.1 C
Bhubaneswar
Saturday, December 20, 2025
Homeଓଡିଶାନନ୍ଦନକାନନରେ ଧଳାବାଘ ଶାବକର ମୃତ୍ୟୁ

ନନ୍ଦନକାନନରେ ଧଳାବାଘ ଶାବକର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଧଳାବାଘ ଶାବକର ମୃତ୍ୟୁ । ଗତ ମାର୍ଚ୍ଚ ମାସରୁ ଥିଲା ଅସୁସ୍ଥ । ସେଣ୍ଟର ଫର ୱାଇଲ୍ଡ ଲାଇଫ  ହେଲ୍ପ ପକ୍ଷରୁ ଚାଲିଥିଲା ଚିକିତ୍ସା । ବାଘ କ୍ରିଷ୍ଣା ଏବଂ ବାଘୁଣୀ  ରୁପା ଠାରୁ ୨୦୨୪ ରେ ନେଇଥିଲା ଜନ୍ମ । ବ୍ୟବଚ୍ଛେଦ ପରେ ଜଣାପଡିବ ମୃତ୍ୟୁର କାରଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking