ବାଲୁଗାଁ: ରାସ୍ତାରୁ ୨୦ ଫୁଟ ତଳକୁ ଖସିଲା କାର । କାରରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସମସ୍ତ ଆହତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି । ବାଣପୁର ଅଲଡି ନିକଟରେ କାରକୁ ଧକ୍କା ଦେଲା ଡମ୍ଫର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।