28.1 C
Bhubaneswar
Friday, March 27, 2026
Homeଓଡିଶାପୁତୁରାର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ବଡ଼ବାପା

ପୁତୁରାର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ବଡ଼ବାପା

ନୂଆପଡ଼ା: ବଡ଼ବାପାର ନାରକୀୟ କାଣ୍ଡ। ନିଜ ପୁଅ ପରି ପୁତୁରାକୁ ଅନ୍ଧବିଶ୍ୱାସ ନାଁରେ ବଳି ଚଢ଼ାଇଦେଲା। ତାହା ପୁଣି ଏହି ହତ୍ୟାକାଣ୍ଡ ଏତେ ଭୟଙ୍କର ଥିଲା ଯେ, ନିଜ ପୁତୁରାର ଗଣ୍ଡିରୁ ମୁଣ୍ଡକୁ କାଟି ଅଲଗା କରିଦେଲା।

ହେଲେ ଏବେ ନିଜ ଅପରାଧର ସଜା ଭୋଗିଲା ବଡ଼ବାପା। ହଁ ଏହି ହତ୍ୟାକାଣ୍ଡଟି ଘଟିଥିଲା ୨୦୧୯ ମସିହାରେ। କୋମନା ଥାନା ଜଡ଼ାମୁଣ୍ଡା ଗାଁରେ ବଳି ଭଳି କୁ ପ୍ରଥାର ବସବର୍ତ୍ତୀ ହୋଇ ଜଣେ ବଡ଼ବାପା ତା’ର ପୁତୁରାର ଗଣ୍ଡି ମୁଣ୍ଡ ଅଲଗା କରିଦେଲା।

ହେଲେ ଏବେ ବଡ଼ବାପାକୁ ସଜା ଭୋଗିବାକୁ ପଡିବ। ପୁତୁରାକୁ ହତ୍ୟା ମାମଲାରେ ବଡ଼ବାପାକୁ ଆଜୀବନ ଦଣ୍ଡାଦେଶ ହୋଇଛି। ଦୋଷୀ ଚିନ୍ତାମଣୀ ମାଝୀକୁ ଆଜୀବନ ଶୁଣାଇଛନ୍ତି ADJ କୋର୍ଟ। ବଳି ନାଁରେ ପୁତୁରାର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା ଚିନ୍ତାମଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking