27.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶ୪ ହାର୍ଡକୋର ମାଓବାଦୀ ନିହତ

୪ ହାର୍ଡକୋର ମାଓବାଦୀ ନିହତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗଡଚିରୋଲିରେ ପୋଲିସର ବଡ ଏନକାଉଣ୍ଟର ।  ପୋଲିସର ଏନକାଉଣ୍ଟରରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ମହାରାଷ୍ଟ୍ର- ଛତିଶଗଡ ସୀମା କାୱାଣ୍ଡେରେ ଏନକାଉଣ୍ଟର  ହୋଇଛି ।  ଘଟଣାସ୍ଥଳରୁ ୩ଟି ରାଇଫଲ ସହ ବିପୁଳ ବିସ୍ଫୋରକ ଜବତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking