16.1 C
Bhubaneswar
Tuesday, December 9, 2025
Homeଓଡିଶା୧୨୩ କୋଟି ଠକେଇ: ମାଆଝିଅ ଗିରଫ

୧୨୩ କୋଟି ଠକେଇ: ମାଆଝିଅ ଗିରଫ

ଭୁବନେଶ୍ୱର: ୧୨୩ କୋଟି ଠକେଇ ଅଭିଯୋଗ ରେ ମାଆଝିଅ ଗିରଫ ହୋଇଛନ୍ତି ।  କୋଲକତାରୁ ମାଆଝିଅଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ନିଧି କମ୍ପାନୀ  ନାଁରେ  ୫ଟି ରାଜ୍ୟର ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଓଡିଶାର ପ୍ରାୟ ୩୪ ହଜାର  ଲୋକ ଠକେଇର ଶିକାର ହୋଇଥିବା ସୂଚନା ମିଳିଛି । ଅଳ୍ପଦିନରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲା ସଂସ୍ଥା । ପୂର୍ୱରୁ ମାଷ୍ଟରମାଇଣ୍ଡ ତୁଷାର ଭଞ୍ଜଙ୍କୁ ଗିରଫ କରାଯାଇଥିଲା । ଠକେଇ ଟଙ୍କା ମାଆଝିଅଙ୍କ ଆକାଉଣ୍ଟକୁ ଯିବା ଜଣାପଡିବା ପରେ ଗିରଫ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking