29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶମାଓ ଅପରେସନରେ ବିରାମ

ମାଓ ଅପରେସନରେ ବିରାମ

ମାଲକାନଗିରି: କରେଗୁଡା ମାଓ ଅପରେସନରେ ବିରାମ । ୨୦ ଦିନର ଅପରେସନରେ ଲାଗିଲା ବିରାମ । କେନ୍ଦ୍ରୀୟ କମିଟି ଟପ୍ ମାଓ ନେତାଙ୍କୁ ଘେରିଥିଲେ ଯବାନ । ପ୍ରାୟ ୨୦ ହଜାର ଯବାନ ସାମିଲ ହୋଇଥିଲେ । ୨୬ ମାଓବାଦୀଙ୍କ ଏନକାଉଣ୍ଟର ହୋଇଥିଲା । ଯୁଦ୍ଧ ବିରାମର କାରଣ ଜଣାପଡିନିି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking