25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆରମ୍ଭ ହେବ ଆଇପିଏଲ ମ୍ୟାଚ

ଆରମ୍ଭ ହେବ ଆଇପିଏଲ ମ୍ୟାଚ

ନୂଆଦିଲ୍ଲୀ: ଶୀଘ୍ର ଆରମ୍ଭ ହେବ ଆଇପିଏଲ ମ୍ୟାଚ । କିଛି ସମୟ ପରେ ହୋଇପାରେ ତାରିଖ ଘୋଷଣା । ୧୬ କିମ୍ବା ୧୭ ତାରିଖରୁ ମ୍ୟାଚ୍ ଆରମ୍ଭ ସମ୍ଭାବନା କରାଯାଉଛି । ଏନେଇ ଆଜି ବିସିସିଆଇର ବସିଥିଲା ବଡ ବୈଠକ । କୋଲକତା କିମ୍ବା ଅହମ୍ମଦାବାଦରେ ଖେଳାଯାଇପାରେ ଫାଇନାଲ । ମେ ୩୦ କିମ୍ବା ଜୁନ ୧ରେ ଫାଇନାଲ ଖେଳାଯାଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking