28.1 C
Bhubaneswar
Tuesday, June 24, 2025
Homeଓଡିଶାଆଗକୁ ଗାଁରେ ହେବ ମକଡ୍ରିଲ: ସୁରେଶ ପୂଜାରୀ

ଆଗକୁ ଗାଁରେ ହେବ ମକଡ୍ରିଲ: ସୁରେଶ ପୂଜାରୀ

ଭୁବନେଶ୍ୱର: ମକ ଡ୍ରିଲ ନେଇ ରାଜସ୍ୱ ଓ ବିପଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , କେବଳ ସେନା ଓ ସରକାର ନୁହେଁ  ସାଧାରଣ ଜନତା ପ୍ରସ୍ତୁତ ହେବା ଉଚିତ । ଏଭଲି ପରିସ୍ଥିତିରେ ଭୟଭୀତ ନ ହୋଇ ସଜାଗ ରହି ସାମ୍ନା କରିବାକୁ ପଡିବ । ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ମୁକାବିଲା ପାଇଁ ଆଡଭାଇଜରୀ ମଧ୍ୟ  ଆସିବ । ଆଗକୁ ଗାଁରେ ବି ହେବ ମକ ଡ୍ରିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking