18.1 C
Bhubaneswar
Saturday, December 20, 2025
Homeଓଡିଶାଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

କଟକ: ଯୁବକଙ୍କୁ ମରଣାତ୍ମକ ଆକ୍ରମଣ । ଗୋପାଳପୁରରେ ଆକ୍ରମଣ କଲେ ଦୁର୍ବୃତ୍ତ । ଲୁହା ରଡ୍ ଓ ଶାବଳରେ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଛାନଭିନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking