23.1 C
Bhubaneswar
Sunday, February 8, 2026
Homeଓଡିଶାବେଆଇନ ଖଣିରେ ପୁଣି ଚଡାଉ

ବେଆଇନ ଖଣିରେ ପୁଣି ଚଡାଉ

ସୁନ୍ଦରଗଡ: ବେଆଇନ ଖଣି ଉପରେ  ପୁଣି ଚଢାଉ । କୋଇଲା ଖଣି ଉପରେ ଚଢାଉ କରିଛି ରାଜସ୍ୱ ବିଭାଗ । ତହସିଲଦାରଙ୍କ  ନିର୍ଦ୍ଦେଶରେ ଚଢାଉ କରାଯାଇଛି ।  ଆଉ ଏକ କୋଇଲା ଖଣି ଧରାପଡିଛି ।  ଖଣିରେ କୋଇଲା ଖନନ ଚାଲିଥିବା ବେଳେ ରେଡ କରାଯାଇଛି । ଜେସିବି ଜବତ ଓ ଘଟଣାସ୍ଥଳରୁ ଚାଳକ ଫେରାର ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking