20.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଟ୍ୟାଙ୍କର-କାର ଧକ୍କା: ପରିବାରର ୪ ଜଣଙ୍କ ମୃତ୍ୟୁ

ଟ୍ୟାଙ୍କର-କାର ଧକ୍କା: ପରିବାରର ୪ ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାରେ ଏକ ଟ୍ୟାଙ୍କର ସହିତ କାର ଧକ୍କା ହେବା ଫଳରେ ଦମ୍ପତି ଏବଂ ତାଙ୍କର ଦୁଇ ପିଲାଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ ମଙ୍ଗଳବାର ଦିନ କହିଛନ୍ତି । ସୋମବାର ରାତିରେ ତାରୋଡାରେ ଦୁର୍ଘଟଣା ଘଟିଛି ବୋଲି ସେମାନେ କହିଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏକ ଜଙ୍ଗଲୀ ଘୁଷୁରୀ ସାମ୍ନାକୁ ଆସିବା ପରେ କାର ଚାଳକ ଚକ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ ଏବଂ ପରେ ଗାଡିଟି ଏକ ଟ୍ୟାଙ୍କରରେ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ମାମଲା ରୁଜୁ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking