31.1 C
Bhubaneswar
Friday, March 27, 2026
Homeଓଡିଶାପ୍ରଶ୍ନକାଳ ଆରମ୍ଭରୁ  ହଟ୍ଟଗୋଳ: ୧୨ଟା ୯ ଯାଏଁ ଗୃହ ମୁଲତବି

ପ୍ରଶ୍ନକାଳ ଆରମ୍ଭରୁ  ହଟ୍ଟଗୋଳ: ୧୨ଟା ୯ ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ  ହଟ୍ଟଗୋଳ ଦେଖାଦେଇଛି । ଶୋକପ୍ରସ୍ତାବ ଆଗତ ପରେ ଗୃହରେ ହଙ୍ଗାମା ଦେଖାଦେଇଛି । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା ଦେଖିବାକୁ ମିଳିଛି । ଜୟନାରାୟଣ ମିଶ୍ରଙ୍କ  ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ନିକଟରେ ଜେରଦାର ପ୍ରତିବାଦ କରିଛନ୍ତି । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହ ଦିନ ୧୨ଟା ୯ ଯାଏଁ ମୁଲତବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking