ବଲାଙ୍ଗିର : ବଲାଙ୍ଗୀର ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଆଜିବନ ସଜା ମିଳିଛି । ୨୦୨୨ରେ ସଦର ଥାନା ସଦେଇପାଲିରେ ହତ୍ୟା ମାମଲାରେ ସଜା ମିଳିଛି । ଆଜୀବନ ସଜା ମିଳିଥିବା ୩ ଜଣ ଅଭିଯୁକ୍ତ ହେଲେ ସଞ୍ଜୀବ ମୁଗ୍ରି , ବିଶାଳ ସୁନା , ଶିବା ନାଗକୁ ଆଜୀବନ ସଜା ମିଳିଛି । ଏହାକୁ ବିଚାର କରି ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ ।










