ଭୁବନେଶ୍ୱର : ପଞ୍ଚାୟତିରାଜ ଦିବସକୁ ନେଇ ବିଜେଡି ପ୍ରତିବାଦ କରିଛି । ଆଚାଯ୍ୟ ବିହାର ରାସ୍ତାରେ ବିଜେଡି କର୍ମୀ ରାସ୍ତାରୋକ କରିଛନ୍ତି । ଭୁବନେଶ୍ୱର ମେୟର ମଧ୍ୟ ବିଧାୟକଙ୍କ ସହ ସାମିଲ । ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାତାୟତ ବାଧାପ୍ରାପ୍ତ ଉପୁଜିଛି । ଉଭୟ ପାଖରେ ଅଟକି ରହିଛି ଅନେକ ଗାଡି ।










