30.1 C
Bhubaneswar
Thursday, February 12, 2026
Homeଓଡିଶାଆକାଉଣ୍ଟକୁ ଗଲା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିରେ ପଞ୍ଚମ ପର୍ଯ୍ୟାୟ ଟଙ୍କା ଖାତାକୁ ଗଲା । ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ  ସହାୟତା । ୧୧୫ କୋଟିରୁ ଉଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ପୁରସ୍କାର । ଅଙ୍ଗନବାଡି କର୍ମୀଙ୍କୁ ୧୫୦୦ ଟଙ୍କାର  ପୁରସ୍କାର ମିଳିବ । ସହାୟିକାଙ୍କୁ ୫୦୦ ଟଙ୍କାର ପୁରସ୍କାର ମିଳିବ । ସ୍ୱତନ୍ତ୍ର କାଯ୍ୟକ୍ରମରେ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ୭ ତାରିଖ ସନ୍ଧ୍ୟାରେ ମା’ ସୁଭଦ୍ରାଙ୍କ ପାଖରେ ଦୀପ ଜଳାନ୍ତୁ । ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking