25.1 C
Bhubaneswar
Thursday, February 12, 2026
Homeଓଡିଶାକେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ଦେବ୍ରିଗଡ – ଭୀମମଣ୍ଡଳୀକୁ ପର୍ଯ୍ୟଟନ ସର୍କିଟ ଘୋଷଣା ପାଇଁ ଅନୁରୋଧ କରିଛନ୍ତି । ହୀରାକୁଦକୁ  ପର୍ଯ୍ୟଟନ ସର୍କିଟ ଘୋଷଣା ପାଇଁ ଦାବି ହୋଇଛି । ଭୀମ ମଣ୍ଡଳୀର ସୁରକ୍ଷା ପାଇଁ ଏଏସଆଇକୁ ଦାୟିତ୍ୱ ଦେବାକୁ ଚିଠି ଦିଆଯଇଛି । ଭୀମମଣ୍ଡଳୀର ପୁନଃରୁଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking