ଭୁବନେଶ୍ୱର : ସ୍କୁଲ କୋଠା ରଙ୍ଗ ବଦଳିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ସ୍କୁଲ ରଂଗ ନୁହେଁ , ବିଜେଡି ରଙ୍ଗ ବଦଳାଉଛୁ । ପୂର୍ୱ ସରକାର ଦଳୀୟ ରଙ୍ଗ କରି ରାଜନୀତି କରୁଥିଲେ । ବିଜେଡି ରଙ୍ଗକୁ ଆମେ ବଦଳାଇଛୁ କହିଛନ୍ତି ମନ୍ତ୍ରୀ । ଯେଉଁଠି ବିଜେଡି କରଣ ହୋଇଛି , ସେଠି ପରିବର୍ତ୍ତନ କରିଛୁ ।










