25.1 C
Bhubaneswar
Saturday, February 14, 2026
Homeଓଡିଶାଚାଲିଗଲା ୧୦ମ ଶ୍ରେଣୀ  ଛାତ୍ରଙ୍କ ଜୀବନ

ଚାଲିଗଲା ୧୦ମ ଶ୍ରେଣୀ  ଛାତ୍ରଙ୍କ ଜୀବନ

ମାଲକାନଗିରି : ପରୀକ୍ଷା ଦେବାକୁ ଯାଉଥିବା ବେଳେ ଚାଲିଗଲା ୧୦ମ ଛାତ୍ରଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନକିରି ଚନ୍ଦନଗୁଡା ନିକଟରେ ।   ଦୁର୍ଘଟଣାରେ ଆଉ ଜଣେ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳୁଛି ।  ସୂଚନା ଅନୁଯାୟୀ ବାଇକରେ ଛାତ୍ର ଜଣଙ୍କ ପରୀକ୍ଷା ଦେବାକୁ ଯାଉଥିବା ବେଳେ  ଏକ ପିକଅପ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଛାତ୍ରଙ୍କର ମୃତ୍ୟୁ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking