17.1 C
Bhubaneswar
Saturday, February 14, 2026
Homeଓଡିଶାସାରଥୀଙ୍କୁ ହାଇକୋର୍ଟଙ୍କ ସର୍ତ୍ତ

ସାରଥୀଙ୍କୁ ହାଇକୋର୍ଟଙ୍କ ସର୍ତ୍ତ

କଟକ : ବାରିମୂଳ ଆଶ୍ରମ ଯାଇପାରିବେନି ସାରଥୀ । କେବଳ ୨ ମାସରେ ଥରେ କେନ୍ଦ୍ରାପଡା ଯାଇପାରିବେ । ଅସୁସ୍ଥ ଭାଇଙ୍କୁ ଭେଟିବା ପାଇଁ କେନ୍ଦ୍ରାପଡା ଯାଇପାରିବେ । କେନ୍ଦ୍ରାପଡାରେ ରାତ୍ରି ଯାପନ କରିପାରିବେନି ସାରଥୀ । ସକାଳ ୫ରୁ ସଂଧ୍ୟା ସାଢେ ୫ ଯାଏଁ କେନ୍ଦ୍ରାପଡାରେ ରହିପାରିବେ । କେନ୍ଦ୍ରାପଡା ଯିବା ପୂର୍ୱରୁ ହାଇକୋର୍ଟଙ୍କୁ ଅବଗତ କରାଇବେ ।  ପୋଲିସ ଓ କୋର୍ଟଙ୍କୁ ୭ ଦିନ ଆଗରୁ ଅବଗତ କରାଇବେ । ପୂର୍ୱ ନିର୍ଦ୍ଦେଶର ପୁନଃ ବିଚାର ପାଇଁ ଆବେଦନ କରିଥିଲେ ସାରଥୀ । ପ୍ରବଚନ ଦେବା ଉପରେ ଥିବା କଟକଣା ବଳବତ୍ତର ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking