25.1 C
Bhubaneswar
Saturday, February 14, 2026
Homeଓଡିଶା‘ସୁଭଦ୍ରା’ ରାଲିକୁ କଂଗ୍ରେସର ଟାର୍ଗେଟ

‘ସୁଭଦ୍ରା’ ରାଲିକୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ୱର : ବିଜେପିର ‘ସୁଭଦ୍ରା’ ରାଲିକୁ ଟାର୍ଗେଟ କଲେ ପିସିସି ସଭାପତି । ଅଢେଇ କୋଟି ମହିଳା ଥିବା ବେଳେ  କୋଟିଏଙ୍କୁ ସୁଭଦ୍ରା କାହିଁକି ପ୍ରଶ୍ନ କଲେ ପିସିସି ସଭାପତି ଭକ୍ତ ଦାସ । ସୁଭଦ୍ରାରେ ଦଶମ ଛାତ୍ରୀଙ୍କୁ କାହିଁକି ସାମିଲ କରୁନାହାଁନ୍ତି  ପ୍ରଶ୍ନ କରିଛନ୍ତି  ଭକ୍ତ ଦାସ । ମହିଳାଙ୍କୁ ଅତ୍ୟାଚାର କରି ଟଙ୍କା  ବାଣ୍ଟି ଚୁପ କରିବାକୁ ଚାହୁଁଛି  ବିଜେପି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking