26.1 C
Bhubaneswar
Friday, April 3, 2026
Homeଓଡିଶାଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଭୁବନେଶ୍ୱର : ଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା । କମିଶନରେଟ ପୋଲିସ ମୁଖ୍ୟାଳୟରେ  ଦାୟିତ୍ୱ ନେଲେ ।  ଅପରାଧକୁ ଆଦୌ ପ୍ରଶ୍ରୟ ଦିଆଯିବନି । ଅଭିଯୁକ୍ତଙ୍କୁ  ତୁରନ୍ତ ଗିରଫ କରିବାକୁ ଗୁରୁତ୍ୱ  ରଖାଯାଇଛି । ମହିଳା , ଶିଶୁ ଅପରାଧ ଉପରେ ଗୁରୁତ୍ୱ ଦିଆଯାଇଛି ।  ଏହା ସହିତ ସାଇବର ଅପରାଧୀଙ୍କ ଉପରେ କଡା ନଜର ରହିବ । ଡିସିପିଙ୍କ ଅଧୀନରେ ରହିବେ ୩ ଆଇପିଏସ ଅଫିସର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking