24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶରାପର ମୃତ୍ୟୁ ମାମଲା : ବାଙ୍ଗାଲୋରରେ ଛାନଭିନ

ରାପର ମୃତ୍ୟୁ ମାମଲା : ବାଙ୍ଗାଲୋରରେ ଛାନଭିନ

ନୂଆଦିଲ୍ଲୀ : ଓଡିଆ ରାପର  ଅଭିନବ  ସିଂ ମୃତ୍ୟୁ ମାମଲାରେ  ବାଙ୍ଗାଲୋରରେ ଓଡିଶା ପୋଲିସ ଛାନଭିନ କରିଛି । ଅନଲାଇନ ସାଇଟରୁ ଅର୍ଡର ହୋଇଥିଲା ବିଷ । ମୃତଦେହ ମିଳିଥିବା ରୁମରୁ ମିଳିଛି ପଏଜନ ବୋଟଲ ।  ଏବଂ ଏହା ସହିତ ପୁଳା ପୁଳା ମେଡିସିନ ମଧ୍ୟ ମିଳିଛି । ରୁମରୁ ମିଳିଥିବା ମେଡିସିନ  ସିଜୋଫିନିଆ ରୋଗୀ  ଖାଇଥାନ୍ତି । ରାପର ସିଜୋଫିନିଆରେ ପୀଡିତ ଥିବା ନେଇ ପୋଲିସ ସନ୍ଦେହ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking