ଅନୁଗୁଳ : ବନ୍ଧୁକ , ଭୁଜାଲି ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ ହୋଇଛି । ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ୧୦ ଲକ୍ଷ ଲୁଟ ଅଭିଯୋଗ ହୋଇଛି । ବାଇକରେ ଆସି ଟଙ୍କା ଲୁଟିନେଲେ ଲୁଟେରା । ଗାନ୍ଧୀମାର୍ଗ ସରସ୍ୱତୀ ଶିଶୁ ମନ୍ଦିର ନିକଟରୁ ଲୁଟ ହୋଇଛି । ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି ।









