28.1 C
Bhubaneswar
Friday, April 3, 2026
Homeଓଡିଶାହୂତୁହୁତୁହୋଇ ଜଳିଗଲା ବସ

ହୂତୁହୁତୁହୋଇ ଜଳିଗଲା ବସ

ଯାଜପୁର: ଯାଜପୁର ଜିଲ୍ଲା ରୋଡ ଥାନା ଅନ୍ତର୍ଗତ ମିଲିଟାରୀ ଛକ ବା ବିଜୁ ପଟ୍ଟନାୟକ ମାର୍ଗ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟ ରେ ଏକ ବସ ଛିଡା ହୋଇ ରହିଥିଲା l କୌଣସି କାରଣ ବଶତଃ ବସତ ହଠାତ ବସଟି ହୁତୁ ହୁତୁ ହୋଇ ଜଲିଗଲା l ନିଆଁର ପ୍ରଖର ଏତେ ଥିଲା ଯେ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ l ଦାନଗଦିରୁ ଦମକଳ ଯାଇ ନିଆଁକୁ ଆୟତ କରି ପାରିନଥିଲା ହେଲେ ବସ କିପରି ଜଳିଲା ତାହାର କାରଣ ଅସ୍ପଷ୍ଟ ରହିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking