20.1 C
Bhubaneswar
Sunday, December 7, 2025
Homeଓଡିଶାକଂଗ୍ରେସ ଭବନରେ ଚାଲିଛି ବୈଠକ

କଂଗ୍ରେସ ଭବନରେ ଚାଲିଛି ବୈଠକ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଦଳର ବଡ଼ ବୈଠକ। ସମସ୍ତ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି ନୂଆ  ରାଜ୍ୟ ପ୍ରଭାରୀ । ଆଗାମୀ ରଣନୀତି ନେଇ ବିଧାୟକଙ୍କ ସହ ବୈଠକ କରୁଛନ୍ତି ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ । ବୈଠକରେ ସହ ପ୍ରଭାରୀ ଓ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି । ସେପଟେ  କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍। ସହ ପ୍ରଭାରୀଙ୍କୁ ମଧ୍ୟ ମହମ୍ମଦ ମୋକିମ୍ ଭେଟିଛନ୍ତି । ଭୁବନେଶ୍ବର ଏକ ହୋଟେଲରେ ନିଜ ସମର୍ଥକଙ୍କ ସହ ଆସି ଭେଟିଛନ୍ତି ମହମ୍ମଦ ମୋକିମ୍। କିଛି ସମୟ ଧରି ପ୍ରଭାରୀ ଓ ସହ ପ୍ରଭାରୀଙ୍କ ସହ ସଂଗଠନ ବିଷୟରେ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking