24.1 C
Bhubaneswar
Saturday, March 28, 2026
Homeଓଡିଶାନବ ଦାସ ରୋଷେୟାଙ୍କ ମୃତ୍ୟୁ ମାମଲା: ପୁଣି ତଦନ୍ତ ଆରମ୍ଭ

ନବ ଦାସ ରୋଷେୟାଙ୍କ ମୃତ୍ୟୁ ମାମଲା: ପୁଣି ତଦନ୍ତ ଆରମ୍ଭ

ଭୁବନେଶ୍ୱର: ନବ ଦାସ ରୋଷେୟା ମୃତ୍ୟ ମାମଲାରେ ଖୋଲତାଡ଼ ଆରମ୍ଭ କଲା ଝାରସୁଗୁଡ଼ା ପୋଲିସ। ପ୍ରଥମ ଦିନରେ ନବ ଦାସଙ୍କ ଘରର ଗେଟ୍ କିପର ହେମ ସାଗର ନାୟକଙ୍କୁ ୭ ଘଣ୍ଟା ଜେରା କରିଛି ପୋଲିସ ।  ରୋଷେୟା ଲଳିତ ସାହୁ ମୃତ୍ୟ ମାମଲାରେ ଜଡ଼ିତ ଥିବା ବିଭିନ୍ନ ବ୍ୟକ୍ତିକୁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିବା ଜଣାପଡିଛି ।  ଲଳିତ ସାହୁର ବାପା ନ୍ୟାୟ ଦାବି କରି ପୋଲିସକୁ ଚିଠି ଲେଖିବା ପରେ ପୋଲିସ ଏହି ମାମଲାର ପୁଣି ଥରେ ତଦନ୍ତ ଆରମ୍ଭ ହୋଇଛି। ଲଳିତ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ତିନି ବର୍ଷ ହେଲା କୌଣସି ନିଷ୍କର୍ସ ବାହାରିପାରିନଥିଲା । ୨୦୨୨ ଏପ୍ରିଲ ୧୭ ତାରିଖରେ ସନ୍ଦେହଜନକ ମୃତ୍ୟୁ ପରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking